ସତୀଶ କୌଶିକଙ୍କ ମୃତ୍ୟୁରେ ନୂଆ ମୋଡ : ୧୫କୋଟି ପାଇଁ ବ୍ୟବସାୟୀ ବନ୍ଧୁ କରିଛନ୍ତି ହତ୍ୟା

ନୂଆଦିଲ୍ଲୀ: ବଲିଉଡର ଜଣେ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ଭାବେ ଲୋକପ୍ରିୟତା ସାଉଁଟି ଥିବା ସତୀଶ କୌଶିକଙ୍କର ମାର୍ଚ୍ଚ ୯ ତାରିଖରେ ପରଲୋକ ହୋଇଥିଲା। ମୃତ୍ୟୁ ବେଳଙ୍କୁ ସତୀଶଙ୍କୁ ୬୬ ବର୍ଷ ହୋଇଥିଲା। ସତୀଶଙ୍କ ମୃତ୍ୟୁ ତାଙ୍କ ପରିବାରଲୋକଙ୍କୁ ଦୋହଲାଇ ଦେଇଛି। ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାରଲୋକେ କହୁଥିବା ବେଳେ ପ୍ରାରମ୍ଭିକ ବ୍ୟବଚ୍ଛେଦ ରିପୋର୍ଟରେ ବି ସମାନ ତଥ୍ୟ ସାମ୍ନାକୁ ଆସିଥିଲା। ହେଲେ ଏବେ ସତୀଶଙ୍କ ମୃତ୍ୟୁ ଘଟଣାରେ … Continue reading ସତୀଶ କୌଶିକଙ୍କ ମୃତ୍ୟୁରେ ନୂଆ ମୋଡ : ୧୫କୋଟି ପାଇଁ ବ୍ୟବସାୟୀ ବନ୍ଧୁ କରିଛନ୍ତି ହତ୍ୟା